ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୋମାୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୋମାୟନ   ବିଶେଷ୍ୟ

ଅର୍ଥ : ଗୋଟିଏ ମାସଧରି ଚାଲୁଥିବା ଗୋଟିଏ ବ୍ରତ

ଉଦାହରଣ : ସୋମାୟନରେ ସତାଇଶ ଦିନ ପର୍ଯ୍ୟନ୍ତ ଦୁଧ ପିଇ ରହିବା ତଥା ତିନିଦିନ ଧରି ଉପବାସ କରିବା ବିଧାନ ରହିଛି


ଅନ୍ୟ ଭାଷାରେ ଅନୁବାଦ :

एक मास का एक व्रत विशेष।

सोमायन में सत्ताइस दिन तक दूध पीकर रहने तथा तीन दिन तक उपवास करने का विधान है।
सोमायन

A solemn pledge (to oneself or to another or to a deity) to do something or to behave in a certain manner.

They took vows of poverty.
vow